Below header
Browsing Tag

jaypore

ଜୟପୁର : ଏଥିରେ ବି ଚାଲାଣ କରି ହେବ ଗଞ୍ଜେଇ, ହେଲେ ଧରା ନପଡ଼ିଲେ ହେଲା

ଜୟପୁର (କେନ୍ୟୁଜ୍‌) : ତମେ ଡାଳେ ଡାଳେ ଗଲେ ଆମେ ପତ୍ରେ ପତ୍ରେ ଯିବୁ । ଏକଥାକୁ ପ୍ରମାଣିତ କରିଛନ୍ତି ଗଞ୍ଜେଇ ଚାଲାଣକାରୀ। ଥରେ ଦେଖିଲେ ଆପଣ ବୁଝିଯିବେ ଆମେ କାହିଁକି ଏକଥା କହୁଛୁ । ଫଟୋରେ ଭଲ କରି ଦେଖନ୍ତୁ ଏହା ଟାୟାର ନା ଆଉ କିଛି ? ଆଜ୍ଞା ସତରେ ଏଇଟା ଟାୟାର । ହେଲେ ତା ଭିତରେ ଖୁବ୍‌…

ଗଞ୍ଜେଇ ମାଫିଆଙ୍କ ଉପରେ ରୋକ ଲଗାଇଲେ କୋର୍ଟ, ଆଗକୁ ମାଫିଆଙ୍କ ସମ୍ପତ୍ତି ବାଜ୍ଯାପ୍ତି କରିବେ କୋର୍ଟ

ଜୟପୁର (କେନ୍ଯୁଜ): ଜୟପୁର ପୋଲିସକୁ ମିଳିଛି ବଡ ସଫଳତା ଯାହା ଜିଲ୍ଲାରେ ପ୍ରଥମ ଘଟଣା । ଗଞ୍ଜେଇ ମାଫିଆଙ୍କ ସମ୍ପତ୍ତି ବାଜ୍ଯାପ୍ତି କରିବେ କୋର୍ଟ । ଗତ ୨୪ ତାରିଖର ଏକ ଗଞ୍ଜେଇ ଜବତ ଘଟଣାରେ ଏଭଳି ମାମଲାର ଶୁଣାଣି କରି ମାନ୍ୟବର କୋର୍ଟ କୋଲକାତା ଇଷ୍ଟ ଜୋନ କାର୍ଯ୍ୟାଳୟ ପକ୍ଷରୁ ଏନଡିପିଏସ…

କୋରାପୁଟ: ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁକୁ ନେଇ ଲଙ୍କାକାଣ୍ଡ, ହାଇୱା ପୋଡିବା ସହ ଡ୍ରାଇଭରକୁ ମାଡ଼ ମାରି ଲୋକେ କଲେ…

ଜୟପୁର(କେନ୍ୟୁଜ୍): ହାଇୱା ଚାପରେ ଯୁବକଙ୍କ ମୃତ୍ୟୁ । ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା । ୨୬ ନମ୍ବର ଜାତୀୟ ରାଜପଥର ଭିଜିଲାନ୍ସ ଅଫିସ ନିକଟରେ ଦୁଇଟି ବାଇକକୁ ଧକ୍କା ଦେଇଥିଲା ହାଇୱା । ଘଟଣାସ୍ଥଳରେ ମିଟୁ ଖରାଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ରାହୁଲ ପଟ୍ଟନାୟକଙ୍କର…

କୋରାପୁଟ: ଜୟପୁର କୁମ୍ଭାର ସାହିରେ ପଥରରେ ଛେଚି ଯୁବକଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ

ଜୟପୁର(କେନ୍ୟୁଜ୍):  ଜୟପୁର କୁମ୍ଭାର ସାହିରେ ଘଟିଛି ହତ୍ୟାକାଣ୍ଡ । ଚନ୍ଦ୍ର ପରଜା ନାମକ ଏକ ବ୍ୟକ୍ତି ଜୟପୁର ମାଳି ସାହିରେ ରହୁଥିଲେ । ତାଙ୍କ ସାଙ୍ଗଙ୍କ ସହିତ ସେ ଗତକାଲି ରାତିରେ କୁମ୍ଭାର ସାହି ଆସିଥିଲେ । କିନ୍ତୁ ଆଜି ସକାଳୁ ଜୟପୁର କୁମ୍ଭାର ସାହି ନିକଟରେ ତାଙ୍କ ମୃତ୍ୟୁ ଦେହ…

ଜୟପୁରରେ ଭାଙ୍ଗିଲା କୋଲାବ ଡ୍ୟାମର ମୁଖ୍ୟ କେନାଲ: ମରାମତି ହୋଇପାରୁନି ବନ୍ଧ, ପାଣି ଅଟକାଇବା ହୋଇଯାଉଛି ମୁସ୍କିଲ୍

ଜୟପୁର(କେନ୍ୟୁଜ୍):  ଜୟପୁରରେ ଭାଙ୍ଗିଲା କୋଲାବ ଡ୍ୟାମର ମୁଖ୍ୟ କେନାଲ । ଦ୍ରୁତ ଗତିରେ କେନାଲ ପାଣି ମାଡ଼ିବାରୁ ଏକର ଏକର ଚାଷ ଜମିରେ ପାଣି ଜମିଛି । ୯ ମିଟରର ଘାଇ ସୃଷ୍ଟି ହୋଇଛି । ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ ହୋଇଛି । ହେଲେ ଅଳ୍ପକେ ବର୍ତ୍ତି ଯାଇଛି ଘରଦ୍ୱାର । ଜୟପୁର…

ଜୟପୁରରେ ଭାଙ୍ଗିଲା ମୁଖ୍ୟ କେନାଲ: ଦ୍ରୁତ ଗତିରେ ମାଡି ଚାଲିଛି ପାଣି, ଏକର ଏକର ଚାଷଜମି ଜଳମଗ୍ନ

ଜୟପୁର: ଜୟପୁରରେ ଭାଙ୍ଗିଲା ମୁଖ୍ୟ କେନାଲ। ଦ୍ରୁତ ଗତିରେ ମାଡି ଚାଲିଛି କେନାଲ ପାଣି । ଏକର ଏକର ଚାଷଜମିରେ ପାଣି ଜମିଛି । ଘଟଣାସ୍ଥଳରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ପହଁଚି ଲୋକଙ୍କ ସହ ଆଲୋଚନା କରିଛନ୍ତି । ସଦର ପୋଲିସ ଘଟଣାସ୍ଥଳରେ ପହଁଚି ସ୍ଥିତି ଉପରେ ନଜର ରଖିଥିଲେ ।…

ବିନା କାରଣରେ କଟିଲା ଚାଲାଣ, ଗାଡି ଓ ଗାଡ଼ି ମାଲିକ ଅଛନ୍ତି ଜୟପୁରରେ କିନ୍ତୁ ଚାଲାଣ କଟିଲା ଭୁବନେଶ୍ବରରେ

ଜୟପୁର(କେନ୍ୟୁଜ୍): ଗାଡି ଓ ଗାଡ଼ି ମାଲିକ ଅଛନ୍ତି ଜୟପୁରରେ । ହେଲେ ଗାଡିର ଚାଲାଣ କଟିଲା ଭୁବନେଶ୍ୱରରେ । ଏପରି ଘଟଣା ଏବେ ସାମ୍ନାକୁ ଆସିଛି । ଜୟପୁରରେ ଯୁବକ ତାପସ ନନ୍ଦଙ୍କ ଭୁବନେଶ୍ୱର ଆରଟିଓ-୨ରୁ ଚାଲାଣ ଆସିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ତାଙ୍କ ପାଖକୁ ଏକ ମେସେଜ୍‌ ଆସିଥିଲା…