ମୟୂରଭଞ୍ଜ: ଭାରସାମ୍ୟ ହରାଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ , ଜଣେ ମୃତ

ମୟୂରଭଞ୍ଜ (କେନ୍ୟୁଜ): ମୟୂରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୪୯ ଗହିରା ଘାଟି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଆଜି ସକାଳୁ ସକାଳୁ ଟ୍ରକଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହେଇଛି । ଦୁର୍ଘଟଣା ସ୍ଥାନରେ ହିଁ ଜଣକ ମୃତ୍ୟୁ ହେଇଥିବା ସୂଚନା ଦେଇଛନ୍ତି ଯଶିପୁର ଥାନା ଅଧିକାରୀ । ୨୪ ଘଣ୍ଟା ମଧ୍ୟରେରେ ଦୁଇ ଦୁଇ ଥର ବଡ଼ ଧରଣ ଦୁର୍ଘଟଣା ଘଟିଛି । ଯଶିପୁର ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.