ଟ୍ରକ୍ ତଳେ ଫସି ରହିଥିଲେ ଯୁବତୀ, ଜୀବନ ରକ୍ଷା କଲେ କେନ୍ଦ୍ର ମନ୍ତ୍ରୀ
ରଖେ ହରି ତ ମାରେ କିଏ । ଦଣ୍ଡେ ନିମିଷେ ଥିଲେ ପ୍ରାଣ ନ ନିଅନ୍ତି ଜନ୍ତୁରାଣ । ଏକଥାର ଜ୍ବଳନ୍ତ ଉଦାହରଣ ହେଉଛି ଏହି ଘଟଣା । ଟ୍ରକ୍ ତଳେ ଫସି ରହିଥିଲେ ଯୁବତୀ । ବଞ୍ଚାଅ ବଞ୍ଚାଅ ଚିତ୍କାର କରିଥିଲେ । ଚିତ୍କାର ଶୁଣି ଗାଡ଼ି ଚାଳକ ଗାଡ଼ି ଅଟକାଇଥିଲା ଆଉ ଯୁବତୀଙ୍କ ଜୀବନ ବଞ୍ଚିଯାଇଥିଲା । ପରେ…