ଅଳ୍ପକେ ଟଳିଗଲା ଦୁର୍ଘଟଣା! ଲୁପ୍ ଲାଇନ୍ରେ ପଶିଲା ଭଦ୍ରକରୁ ବାଲେଶ୍ୱର ଯାଉଥିବା ମେମୁ ଟ୍ରେନ୍
ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ମେମୁ ଟ୍ରେନ୍ ।

ବାଲେଶ୍ୱର(କେନ୍ୟୁଜ୍): ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ମେମୁ ଟ୍ରେନ୍ । ଲୁପ୍ ଲାଇନ୍ରେ ପଶିଲା ମେମୁ ଟ୍ରେନ୍ । ଭଦ୍ରକରୁ ବାଲେଶ୍ୱର ଯାଉଥିଲା ମେମୁ ଟ୍ରେନ୍। ଯାନ୍ତ୍ରିକ ତ୍ରୁଟି ଯୋଗୁ ନୀଳଗିରି ରୋଡ ଷ୍ଟେସନ ପୂର୍ବରୁ ଅଟକିଲା।