ସମୁଦ୍ରରେ ଗାଧୋଉଥିବାବେଳେ ବୁଡ଼ି ଗଲେ ନାବାଳକ, ମୃତ ଦେହ ଉଦ୍ଧାର

ପୁରୀ ସମୁଦ୍ରରେ ଗାଧୋଉଥିବାବେଳେ ବୁଡ଼ି ଯାଇ ନାବାଳକ ନିଖୋଜ। ନିଖୋଜ ନାବାଳକ ବିହାର ବକ୍ସର ଜିଲ୍ଲା ଅନ୍ତର୍ଗତ ଅମିରପୁରର।

ପୁରୀ : ପୁରୀ ସମୁଦ୍ରରେ ଗାଧୋଉଥିବାବେଳେ ବୁଡ଼ି ଯାଇ ନାବାଳକ ନିଖୋଜ। ନିଖୋଜ ନାବାଳକ ବିହାର ବକ୍ସର ଜିଲ୍ଲା ଅନ୍ତର୍ଗତ ଅମିରପୁରର। ଲାଇଫଗାର୍ଡଙ୍କ ଦ୍ଵାରା ଜେଟ ସ୍କି ମାଧ୍ୟମରେ ଖୋଜାଖୋଜି ଜାରୀ ରହିଥିଲା । ପେଣ୍ଠକଟା ପେଟ୍ରୋଲ ପମ୍ପ ସମ୍ମୁଖ ବେଳାଭୂମିରୁ ଲାଇଫଗାର୍ଡଙ୍କ ଦ୍ଵାରା ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.