୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ଗଳାକାଟି ହତ୍ୟା ମାମଲା: ରାହାମା ରେଲୱେ ଷ୍ଟେସନରୁ ଅଭିଯୁକ୍ତ ଗିରଫ

ଚେନ୍ନାଇ ଯିବା ପାଇଁ ଟିକେଟ କାଟିବାକୁ ଯାଇଥିବା ବେଳେ ତାକୁ ପୋଲିସ ଧରିଥିଲା । ଗତ ସୋମବାର ଦୋକାନରୁ ଚକୋଲେଟ କିଣି ନାବାଳିକାକୁ ଦେଇଥିଲା ଅଭିଯୁକ୍ତ ଘନିଆ ଦାସ।

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ବର ଏୟାରଫିଲଡ ଥାନା ସୁନ୍ଦରପଦା କେଳାବସ୍ତିରେ ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ଗଳାକାଟି ହତ୍ୟା ମାମଲାରେ ଅଭିଯୁକ୍ତ ଘନିଆ ଦାସ ଗିରଫ । ତାକୁ ରାହାମା ରେଲୱେ ଷ୍ଟେସନରୁ ଗିରଫ କରିଛି କମିଶନରେଟ୍ ପୋଲିସ ।

ଚେନ୍ନାଇ ଯିବା ପାଇଁ ଟିକେଟ କାଟିବାକୁ ଯାଇଥିବା ବେଳେ ତାକୁ ପୋଲିସ ଧରିଥିଲା । ଗତ ସୋମବାର ଦୋକାନରୁ ଚକୋଲେଟ କିଣି ନାବାଳିକାକୁ ଦେଇଥିଲା ଅଭିଯୁକ୍ତ ଘନିଆ ଦାସ। ଏହାପରେ ଦୁଷ୍କର୍ମ ଓ ହତ୍ୟା କରି ସେ ଫେରାର ହୋଇଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.