ରାଜ୍ୟର IAS ସ୍ତରରେ ଛୋଟ ଧରଣର ଅଦଳବଦଳ

ରାଜ୍ୟର IAS ସ୍ତରରେ ଛୋଟ ଧରଣର ଅଦଳବଦଳ । ଯାମିନୀ ଷଡ଼ଙ୍ଗୀ ହେଲେ OAVS ପ୍ରକଳ୍ପ ନିର୍ଦ୍ଦେଶକ ।

ରାଜ୍ୟର IAS ସ୍ତରରେ ଛୋଟ ଧରଣର ଅଦଳବଦଳ । ଯାମିନୀ ଷଡ଼ଙ୍ଗୀ ହେଲେ OAVS ପ୍ରକଳ୍ପ ନିର୍ଦ୍ଦେଶକ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି । ସଂଗ୍ରାମ କେଶରୀ ମହାପାତ୍ର ହେଲେ ଅତିରିକ୍ତ ସଚିବ ବିଦ୍ୟାଳୟ ଓ ଗଣଶିକ୍ଷା । ଶ୍ରୀବେଦଭୂଷଣଙ୍କୁ ସମ୍ବଲପୁର ମହାନଗର ନିଗମ କମିଶନର ଭାବେ ନିଯୁକ୍ତି । ଶ୍ରୀବେଦଭୂଷଣ ଧର୍ମଗଡ଼ର ଉପଜିଲ୍ଲାପାଳ ଥିଲେ । ବୌଦ୍ଧର ଜିଲ୍ଲାପାଳ ହେଲେ ନୃସିଂହ ଚନ୍ଦ୍ର ସ୍ୱାଇଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.