ଭୁବନେଶ୍ୱର ନୟାପଲି ଅଞ୍ଚଳରେ ଦୃର୍ବୃତ୍ତଙ୍କ ଆତଙ୍କ, ରାସ୍ତାରେ ଗୋଡାଇ ଗୋଡ଼ାଇ ଯୁବକଙ୍କୁ ହାଣିଲେ

ଭୁବନେଶ୍ବର: ରାଜଧାନୀ ରାସ୍ତାରେ ଦୃର୍ବୃତ୍ତଙ୍କ ଆତଙ୍କ । ଯୁବକଙ୍କୁ ଗୋଡାଇ ଗୋଡ଼ାଇ ହାଣିଲେ । ଭୁବନେଶ୍ୱର ନୟାପଲି ଅଞ୍ଚଳରେ ଘଟିଛି ଘଟଣା । ଗୁରୁତର ଯୁବକଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯୁବକଙ୍କ ନାଁ ଅନନ୍ତ ମହାନ୍ତି । ନୟାପଲ୍ଲୀ ଥାନା ପୋଲିସ ଘଟଣାର ତନାଘନ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.