ରାଜଧାନୀରେ ସଶସ୍ତ୍ର ଡକାୟତି, ଘରେ ପଶି ଲୁଟି ନେଲେ ଅଳଙ୍କାର

ରାଜଧାନୀରେ ସଶସ୍ତ୍ର ଡକାୟତି। ଆଠ ଜଣ ମୁଖା ପିନ୍ଧା ଡକାୟତ ନନ୍ଦନ କାନନ ମାରୁତି ବିହାରରେ ଭୋର୍ ତିନି ଟାରେ ସଫ୍ଟ ୱର୍ ଇଞ୍ଜିନିୟର ରାକେଶ ଚାନ୍ଦଙ୍କ ଘରେ ପଶିଥିଲେ। ହାତରେ ମାରଣାସ୍ତ୍ର ଧରି ଧମକାଇଲେ। ମାରିଦେବେ ବୋଲି ଧମକ ଦେଲେ।

ରାଜଧାନୀରେ ସଶସ୍ତ୍ର ଡକାୟତି। ଆଠ ଜଣ ମୁଖା ପିନ୍ଧା ଡକାୟତ ନନ୍ଦନ କାନନ ମାରୁତି ବିହାରରେ ଭୋର୍ ତିନି ଟାରେ ସଫ୍ଟ ୱର୍ ଇଞ୍ଜିନିୟର ରାକେଶ ଚାନ୍ଦଙ୍କ ଘରେ ପଶିଥିଲେ। ହାତରେ ମାରଣାସ୍ତ୍ର ଧରି ଧମକାଇଲେ। ମାରିଦେବେ ବୋଲି ଧମକ ଦେଲେ।

ଦୁଇ ଜଣ ଛୋଟ ପିଲାଙ୍କୁ ନିଜ କବଜାକୁ ନେଇ ଆତଙ୍କ ଖେଳାଇ ଥିଲେ। ପରେ ସମସ୍ତଙ୍କୁ ବାଥ୍ ରୁମ୍ ରେ ପୁରାଇ ବନ୍ଦ କରି ରଖିଲେ। ରାକେଶଙ୍କ ଆଲମାରୀ, ଟ୍ରଙ୍କ ଖୋଲି ସୁନା ଅଳଙ୍କାର ନେଇ ଚାଲିଗଲେ। ଡକାୟତମାନେ ଓଡ଼ିଆ ହିନ୍ଦୀରେ କଥା ହେଉଥିଲେ। ଏନେଇ ପୋଲିସରେ ଖବର ଦେବା ପରେ ଡିସିପି, ନନ୍ଦନକାନନ ଥାନା ଅଧିକାରୀ, ସାଇଣ୍ଟିଫିକ ଟିମ୍ ତଦନ୍ତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.