କେନ୍ଦୁଝର : ମୋରମ୍ ଧସି ୩ ଶ୍ରମିକ ମୃତ

ଅଭାବନୀୟ ଓ ଦୁଃଖଦ ଘଟଣା । ମୋରମ୍ ଧସି ୩ ଶ୍ରମିକ ମୃତ । କେନ୍ଦୁଝର ତୁଳସୀଚଉରାରେ ଏହି ଅଘଟନ ଘଟିଛି । ମୋରମ୍ ଗଦା ତଳେ ଚାପି ହୋଇ ୩ ଶ୍ରମିକ ମୃତ୍ୟୁ ହୋଇଛି। ମୃତଦେହକୁ ପୋଲିସ ଓ ଅଗ୍ନିଶମ ବିଭାଗ ଉଦ୍ଧାର କରିଛନ୍ତି । ଏହି ଘଟଣାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.