Below header
Browsing Tag

keojhar

କେନ୍ଦୁଝର : ମୋରମ୍ ଧସି ୩ ଶ୍ରମିକ ମୃତ

ଅଭାବନୀୟ ଓ ଦୁଃଖଦ ଘଟଣା । ମୋରମ୍ ଧସି ୩ ଶ୍ରମିକ ମୃତ । କେନ୍ଦୁଝର ତୁଳସୀଚଉରାରେ ଏହି ଅଘଟନ ଘଟିଛି । ମୋରମ୍ ଗଦା ତଳେ ଚାପି ହୋଇ ୩ ଶ୍ରମିକ ମୃତ୍ୟୁ ହୋଇଛି। ମୃତଦେହକୁ ପୋଲିସ ଓ ଅଗ୍ନିଶମ ବିଭାଗ ଉଦ୍ଧାର କରିଛନ୍ତି । ଏହି ଘଟଣାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ନିକଟସ୍ଥ…

କେନ୍ଦୁଝର : ଆଦିବାସୀ ନାବାଳିକାଙ୍କୁ ନିର୍ଯ୍ୟାତନା ଅଭିଯୋଗ

କେନ୍ଦୁଝର (କେନ୍ୟୁଜ୍) : କେନ୍ଦୁଝର ଟାଉନ ଥାନା ଅଞ୍ଚଳରେ ଦୁଇ ଆଦିବାସୀ ନାବାଳିକାଙ୍କୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଅଭିଯୋଗ । ଗୁମୁରା ଗାଁର ଭାଗିରଥୀ ମାଝୀଙ୍କ ଘରେ ଦୁଇ ନାବାଳିକା କାମ କରୁଥିବା ବେଳେ ମାଲିକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ତେବ ମାଲିକ ଘରେ ନଥିବା ବେଳେ…

କେନ୍ଦୁଝର ଗୁମୁରାବିଟ୍ ଅଞ୍ଚଳରୁ ବଜ୍ରକାପ୍ତା ଉଦ୍ଧାର

କେନ୍ଦୁଝର(କେନ୍ଯୁଜ୍) : କେନ୍ଦୁଝର ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବାଲିବନ୍ଧ ସେକ୍ସନର ଗୁମୁରାବିଟ୍ ଅଞ୍ଚଳରୁ ବଜ୍ରକାପ୍ତା ଉଦ୍ଧାର । ବଜ୍ରକାପ୍ତାର ଆନୁମାନିକ ଓଜନ ୨୦କେଜି ହେବ । ତାକୁ ଚମ୍ପୁଆ ରେଞ୍ଜ କାର‌୍ୟ୍ୟାଳୟକୁ ଅଣାଯାଇ ପରେ ଜଙ୍ଗଲରେ ଛାଡିଦିଆଯାଇଥିବା ରେଞ୍ଜ ଅଧିକାରୀ ଘାସିନାଥ ପାତ୍ର…

କେନ୍ଦୁଝର : ପରିତ୍ୟକ୍ତ କୂଅରୁ ନିଖୋଜ ବ୍ୟକ୍ତିଙ୍କ ଶବ ଉଦ୍ଧାର

ଘଟଗାଁ (କେନ୍ୟୁଜ୍) : କେନ୍ଦୁଝର ତୁରୁମୁଙ୍ଗା ଥାନା ଭୁଲୁଦା ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ଆଜି ପୂର୍ବାହ୍ନରେ ଏକ ବ୍ୟକ୍ତିଙ୍କ ଶବ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ, ତୁରୁମୁଙ୍ଗା ଥାନା ଚେମଣା ପଞ୍ଚାୟତ ବଳିଆପଶି ଗ୍ରାମର ନରେନ୍ଦ୍ର ବେହେରା ଗତ ତିନିଦିନ ହେଲା ନିଖୋଜ ରହିଥିଲେ । ପରିବାର…

୫ହଜାର ଟଙ୍କା ଲାଞ୍ଚ ନେଇ ଫସିଲେ ସୁପରଭାଇଜର

କେନ୍ଦୁଝର : ଝୁମ୍ପୁରା ତହସିଲ ଅଫିସର ରେଭିନ୍ୟୁ ସୁପରଭାଇଜର କୃତ୍ତିବାସ ଗିରି ଭିଜିଲାନ୍ସ ଗିରଫ କରିଛି । ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି । ଧନୁର୍ଜୟପୁର ଗାଁର ଜନାର୍ଦ୍ଦନ ପାତ୍ରଙ୍କ ଜମି ଚିହ୍ନଟ ପାଇଁ ପ୍ରଥମେ କୃତ୍ତିବାସ ୧୪ ହଜାର ଟଙ୍କା ଦାବି କରିଥିଲେ । ହେଲେ ୭ ହଜାର…