Below header

କେନ୍ଦୁଝର : ଆଦିବାସୀ ନାବାଳିକାଙ୍କୁ ନିର୍ଯ୍ୟାତନା ଅଭିଯୋଗ

କେନ୍ଦୁଝର (କେନ୍ୟୁଜ୍) : କେନ୍ଦୁଝର ଟାଉନ ଥାନା ଅଞ୍ଚଳରେ ଦୁଇ ଆଦିବାସୀ ନାବାଳିକାଙ୍କୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଅଭିଯୋଗ । ଗୁମୁରା ଗାଁର ଭାଗିରଥୀ ମାଝୀଙ୍କ ଘରେ ଦୁଇ ନାବାଳିକା କାମ କରୁଥିବା ବେଳେ ମାଲିକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ତେବ ମାଲିକ ଘରେ ନଥିବା ବେଳେ ନାବାଳିକା ଦୁଇ ଜଣ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପଡୋଶୀଙ୍କ ଧରାପଡ଼ି ଯାଇଥିଲେ । ଏହାପରେ ଘଟଣା ସଂପର୍କରେ ସତ୍ୟତା ପଦାକୁ ଆସିଥିଲା । ଏହାପରେ ଟାଉନ ଥାନାରେ ମାମଲା ରୁଜୁ ହୋଇଛି । ସେପଟେ ଦୁଇ ନାବାଳିକାଙ୍କୁ ଉଦ୍ଧାର କରିଥିଲେ ଚାଇଲ୍ଡ ଲାଇନର କର୍ମକର୍ତ୍ତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.