ଟାଙ୍ଗୀ ବଇଁଚୁଆ ଛକ ନିକଟରେ ଚଳନ୍ତା କାର୍‌ରେ ଲାଗିଲା ନିଆଁ

କଟକ (କେନ୍ୟୁଜ୍): କଟକ ଟାଙ୍ଗୀ ବଇଁଚୁଆ ଛକ ଉପରେ ଜଳିଗଲା କାର୍‌ । ଚଳନ୍ତା କାର୍‌ରେ ନିଆଁ ଲାଗି ଯାଇଥିବା ଜଣାପଡିଛି। ସଟ୍‌ ସର୍କିଟରୁ ଏହି ନିଆଁ ଲାଗିଥିବାର ସନ୍ଦେହ କରାଯାଉଛି । ଚଣ୍ଡିଖୋଲରୁ କଟକ ଅଭିମୁଖେ କାର୍‌ଟି ଆସୁଥିବା ବେଳେ ଏଭଳି ଅଘଟଣ ଘଟିଥିବା କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.