Below header

ଭୁବନେଶ୍ୱର ବମିଖାଲ ଓଭରବ୍ରିଜ୍‌ ନିକଟରେ ଯୁବକଙ୍କୁ ହତ୍ୟା, ରାସ୍ତା ଉପରେ ପଡିଛି ମୃତଦେହ

ଭୁବନେଶ୍ୱର(କେନ୍ୟୁଜ୍) : ରାଜଧାନୀ ଭୁବନେଶ୍ୱରରେ ଯୁବକଙ୍କୁ ହତ୍ୟା । ବମିଖାଲ ଓଭରବ୍ରିଜ୍‌ ନିକଟରେ ହତ୍ୟା କରାଯାଇଛି । ରାସ୍ତା ଉପରେ ଯୁବକଙ୍କ ମୃତଦେହ ପଡିଛି । ମୃତ ଯୁବକ ହେଉଛନ୍ତି ସଂଜୟ ନାକୟ । ତାଙ୍କ ଘର ବଡମ୍ବା ଅଞ୍ଚଳରେ । ସେ ବମିଖାଲର ଏକ ଫୁଡ୍ ଫ୍ୟାକ୍ଟ୍ରିରେ କାମ କରୁଥିଲେ । ତାଙ୍କୁ କିଏ ଓ କାହିଁକି ହତ୍ୟା କରିଛି ତାହା ଜଣାପଡ଼ିନାହିଁ । ଘଟଣାସ୍ଥଳରେ ଲକ୍ଷ୍ମୀସାଗର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.