Below header

ପୁରୀ ସତ୍ୟବାଦୀର ଦାଶବିଦ୍ୟାଧରପୁର ଶାସନ ଗ୍ରାମରେ ହତ୍ୟାକାଣ୍ଡ, ଜଣେ ଅଟକ

ପିପିଲି: ସ୍ପଷ୍ଟ ଦିବାଲୋକରେ ହତ୍ୟା, ଜଣେ ଅଟକ । ପୁରୀ ସାକ୍ଷୀଗୋପାଳ ସତ୍ୟବାଦୀ ଥାନା ପଶ୍ଚିମ ସତ୍ୟବାଦୀର ଦାଶବିଦ୍ୟାଧରପୁର ଶାସନ ଗ୍ରାମରେ ହତ୍ୟାକାଣ୍ଡ । ମୃତକ ଡିହପୁର ଗାଁର କୃଷ୍ଣ ଚନ୍ଦ୍ର ରାଉତ ।

ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏନେଇ ଏକ ମାମଲା ରୁଜୁ ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.