ଢେଙ୍କାନାଳ ନିତ୍ୟାନନ୍ଦପୁର ଗାଁରେ ବୀଭତ୍ସ ହତ୍ୟାକାଣ୍ଡ, ମାରିବା ପରେ ଆଖି ତାଡିନେଲେ ଦୁର୍ବୃତ୍ତ

ଢେଙ୍କାନାଳ: ବୀଭତ୍ସ ହତ୍ୟା। ହତ୍ୟା ପରେ ଆଖି ତାଡିନେଲେ ଦୁର୍ବୃତ୍ତ। ଢେଙ୍କାନାଳ ନିହଲପ୍ରସାଦ ଥାନା ନିତ୍ୟାନନ୍ଦପୁର ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ। ମୃତକ ହେଲେ ପୂର୍ଣ୍ଣଚନ୍ଦ୍ର ବେହେରା। ହତ୍ୟା କରିବା ପରେ ଦୁର୍ବୃତ୍ତମାନେ ମୃତଦେହକୁ ଘର ଆଗରେ ଫୋପାଡି ଫେରାର ହୋଇଯାଇଥିଲେ। ତେବେ ପୂର୍ଣ୍ଣଚନ୍ଦ୍ରଙ୍କୁ କିଏ ଓ କଣ ପାଇଁ ହତ୍ୟା କଲା ସେନେଇ ସ୍ପଷ୍ଟ ହୋଇନି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ହତ୍ୟା ପରେ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.