ପୁରୀ ଚୁଡ଼ଙ୍ଗ ସାହିରେ ବୃଦ୍ଧଙ୍କୁ ପଥରରେ ଛେଚି ନିର୍ମମ ହତ୍ୟା

ପୁରୀ(କେନ୍ୟୁଜ୍) : ପୁରୀ ଟାଉନ ଥାନା ଚୁଡ଼ଙ୍ଗ ସାହିରେ ବୃଦ୍ଧଙ୍କୁ ନିର୍ମମ ହତ୍ୟା। ମୃତକଙ୍କ ନାଁ ଉମାଶଙ୍କର ଆଚାର୍ଯ୍ୟ। ଗତକାଲି ରାତିରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି। ଖବର ପାଇ ଟାଉନ ଥାନା ପୋଲିସ, ସାଇଣ୍ଟିଫିକ୍‌ ଟିମ୍‌ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ବଡ଼ଭାଇକୁ ଟାଉନ ଥାନାରେ ଅଟକ ରଖି ପଚରାଉଚରା ଜାରି ରହିଛି।

You might also like