ପୁଣି ନବୀନ ପଟ୍ଟନାୟକ ନମ୍ବର ଓ୍ଵାନ୍ ମୁଖ୍ୟମନ୍ତ୍ରୀ, ରାଜ୍ଯର ୭୧.୧ପ୍ରତିଶତ ଜନତାଙ୍କ ପସନ୍ଦ
ଭୁବନେଶ୍ବର(କେନ୍ଯୁଜ୍): ପୁଣି ନବୀନ ପଟ୍ଟନାୟକ ନମ୍ବର ଓ୍ଵାନ୍ ମୁଖ୍ୟମନ୍ତ୍ରୀ । ଇଣ୍ଡିଆ ଟୁଡେ ମୁଡ୍ ଅଫ୍ ନେସନ ପୋଲ୍ରେ ନବୀନ ନମ୍ବର ଓ୍ଵାନ୍ । ନିଜ ରାଜ୍ୟରେ ନୀବନଙ୍କ ଲୋକପ୍ରିୟତା ଦେଶରେ ସର୍ବାଧିକ । ୭୧.୧ପ୍ରତିଶତ ଜନତାଙ୍କ ପସନ୍ଦ ନବୀନ ପଟ୍ଟନାୟକ ।
ଦୁଇ ନମ୍ବର ସ୍ଥାନରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତିନି ନମ୍ବର ସ୍ଥାନରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ୍ ।