୨୦୧୯ ବିଧାନସଭା ନିର୍ବାଚନରେ ଆମେ ବହୁତ ଭଲ କରିବୁ : ମୋଦିଙ୍କୁ ନବୀନଙ୍କ କଡ଼ା ଜବାବ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କଡ଼ା ଜବାବ। ଗତକାଲି ମୋଦି ମେ-ଭି ଚୌକିଦାର କାର୍ଯ୍ୟକ୍ରମରେ କହିଥିଲେ, ଓଡ଼ିଶାରେ ତ୍ରିପୁରା ଭଳି ଫଳାଫଳ ହେବ। କାଉଣ୍ଟରରେ ନବୀନ କହିଛନ୍ତି, ୨୦୧୯ ବିଧାନସଭା ନିର୍ବାଚନରେ ଆମେ ବହୁତ ଭଲ କରିବୁ। ଫଳାଫଳରେ ଦେଖିବେ ବିଜେଡି ଭଲ ପ୍ରଦର୍ଶନ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.