ପଣ୍ଡ ହେଲା ନକ୍ସଲ ଯୋଜନା: ଯବାନଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ୍ ଖଞ୍ଜିଥିଲେ ମାଓବାଦୀ
ପଣ୍ଡ ହେଲା ନକ୍ସଲ ଯୋଜନା । ଅଳ୍ପକେ ବର୍ତ୍ତିଲେ ଯବାନ । ସର୍ଚ୍ଚ ଅପରେସନ ବେଳେ ମାଓବାଦୀଙ୍କ ୩ଟି ସ୍ମୃତି ସ୍ତମ୍ଭ ଧ୍ବଂସ କଲେ ।

ମାଲକାନଗିରି (କେନ୍ୟୁଜ): ପଣ୍ଡ ହେଲା ନକ୍ସଲ ଯୋଜନା । ଅଳ୍ପକେ ବର୍ତ୍ତିଲେ ଯବାନ । ସର୍ଚ୍ଚ ଅପରେସନ ବେଳେ ମାଓବାଦୀଙ୍କ ୩ଟି ସ୍ମୃତି ସ୍ତମ୍ଭ ଧ୍ବଂସ କଲେ । ଦନ୍ତେୱାଡା DRG ଯବାନ ଟେକେଲଗୁଡ଼ା ଘଟଣାରେ ସର୍ଚ୍ଚ ଅପରସେନରୁ ଫେରିବାବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା । ଯବାନଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ୍ ଖଞ୍ଜିଥିଲେ ମାଓବାଦୀ । ବୋମା ନିଷ୍କ୍ରିୟକାରୀ ଦଳ ଲ୍ୟାଣ୍ଡମାଇନ ଉଦ୍ଧାର କରିଛି। ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।