Below header

ନବଜାତକୁ ମାରି ଦେଇଥିଲେ ନା ସେ ମରି ଯାଇଥିଲା ?

ଭୁବନେଶ୍ୱର (କେନ୍ୟୁଜ୍‌) : ଭୁବନେଶ୍ୱର ଷ୍ଟେସନ ଛକ କଦଳୀ ଗୋଦାମ ନିକଟରେ ଥିବା ଏକ ଅଳିଆ ଗଦା ଭିତରୁ ନବଜାତ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର। ଲକ୍ଷ୍ମୀସାଗର ପୋଲିସ ଏହାକୁ ଉଦ୍ଧାର କରିଛି । ପିଲାଟିର ଜନ୍ମ ପରେ ଏହାକୁ କେହି ଏଠାରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ତେବେ ପିଲାଟିକୁ ବଞ୍ଚିଥିବା ଅବସ୍ଥାରେ ଫିଙ୍ଗା ଯାଇଛି କି ତାର ମୃତ୍ୟୁ ପରେ ଏଠାରେ ଫୋପାଡ଼ି ଦିଆଯାଇଛି ତାହା ସ୍ପଷ୍ଟ ହୋଇ ନାହିଁ । ଘଟଣାର ତଦନ୍ତ କରୁଛି ଲକ୍ଷ୍ମୀସାଗର ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.