ଓଡିଶାରେ ଆସିଲା ନୂଆ ମଡେଲ ଜେଲ୍‌ ମାନୁଆଲ, କଏଦୀଙ୍କୁ ମିଳିବ ଅନେକ ସୁବିଧା

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଅନୁମୋଦନ ପରେ କାର୍ଯ୍ଯକାରୀ ହେଲା ଏହି ନୂତନ ଜେଲ ମାନୁଆଲ । ଜେଲରେ ରହୁଥିବା କଏଦୀମାନେ ପାଇବେ ଅନେକ ସୁବିଧା। ବିଭିନ୍ନ କମିଟି ଦ୍ବାରା ଦିଆଯାଇଥିବା ପ୍ରସ୍ତାବ ଉପରେ ସୀମକ୍ଷା ପରେ ଏହି ଜେଲ ମାନୁଏଲ କାର୍ଯ୍ଯକାରୀ ହୋଇଛି । ପୂର୍ବରୁ ୧୯୪୨ ଜେଲ ମାନୁଏଲ କାର୍ଯ୍ୟକାରୀ ହେଉଥିଲା। ୨୦୧୬ରେ ଵ୍ଯୁରୋ ଅଫ ପୋଲିସ ରିସର୍ଚ୍ଚ ଆଣ୍ଡ ଡେଭେଲପମେଣ୍ଟ ଜେଲ୍‌ ସଂସ୍କାରରେ କଏଦୀମାନଙ୍କ ସୁବିଧା ପାଇଁ ବେଶ୍‌ କିଛି ପ୍ରସ୍ତାବ ଦେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.