Below header

ଏଣିକି ବରଗଡ ଜିଲ୍ଲା ଆଇନ ଶୃଙ୍ଖଳା ଦାୟିତ୍ୱ ପଦ୍ମିନୀଙ୍କ ହାତରେ

ବରଗଡ଼(କେନ୍ୟୁଜ୍): ବରଗଡ଼ ଏସପି ଭାବେ ଦାୟିତ୍ୱ ଗ୍ରହଣ କଲେ ଯୁବ ଆଇପିଏସ୍‌ ପଦ୍ମିନୀ ସାହୁ । ଏସପି ମୁକେଶ କୁମାର ଭାମୋଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବରଗଡ଼ ଜିଲ୍ଲାରେ ଆଇନ ଶୃଙ୍ଖଳାକୁ ସୁଦୃଢ କରିବା ସହ କ୍ରାଇମକୁ କିଭଳି ରୋକାଯାଇ ପାରିବ ସେ ଉପରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି ପଦ୍ମିନୀ ସାହୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.