୪ ମାଓବାଦୀଙ୍କ ନାଁ ରେ ଲାଗିଛି NIA ପୋଷ୍ଟର, ଧରାଇଦେଲେ ମିଳିବ ୧୦ ଲକ୍ଷ ପୁରସ୍କାର ରାଶି

କୋରାପୁଟ (କେନ୍ୟୁଜ): କୁଖ୍ୟାତ ମାଓବାଦୀଙ୍କ ନାମରେ ଲାଗିଛି ପୋଷ୍ଟର । ଧରାଇଦେଲେ ଲୋକଙ୍କୁ ପୁରସ୍କାର ଦେବାକୁ ଘୋଷଣା କରାଯାଇଛି । କୋରାପୁଟ ସହରର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ନାମରେ ଲାଗିଛି ପୋଷ୍ଟର । NIA ଦ୍ବାରା ମୋଷ୍ଟ ୱ୍ବାଣ୍ଟେଡ ଥିବା ପୋଷ୍ଟରରେ ଉଲ୍ଲଖ ରହିଛି ।

୪ ଜଣ ମାଓବାଦୀଙ୍କ ଉପରେ ୩ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ରହିଛି । ସୁଚନା ଦାତାଙ୍କୁ ପୁରସ୍କାର ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି । ପୋଷ୍ଟର ଲାଗିବା ଦେଖି ଲୋକଙ୍କ ମଧ୍ୟରେ ପୁଣି ମାଓବାଦୀଙ୍କୁ ନେଇ ଭୟ ଓ ଚର୍ଚା ଆରମ୍ଭ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.