Below header

ମହାପ୍ରଭୁଙ୍କୁ ଦର୍ଶନ କଲେ ପଞ୍ଚଦଶ ଅର୍ଥ କମିଶନ ଅଧ୍ୟକ୍ଷ ଏସ୍‌. କେ, ସିଂ

ପୁରୀ(କେନ୍ୟୁଜ୍) : ପଞ୍ଚଦଶ ଅର୍ଥ କମିଶନ ଅଧ୍ୟକ୍ଷ ଏସ୍‌. କେ, ସିଂ ପରିବାର ସହ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର, ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ ପ୍ରମୁଖ ତାଙ୍କୁ ସ୍ୱାଗତ କରିଥିଲେ । ରାଜ୍ୟରେ ଅର୍ଥନେତିକ ଓ ସାମଜିକ ସମସ୍ୟା ରହିଛି । ରାଜ୍ୟର ପ୍ରଗତି ଓ ବିକାଶ ପାଇଁ ରାଜ୍ୟ ସରକାର କାର‌୍ୟ୍ୟ କରୁଛନ୍ତି ବୋଲି କିମଶନ ଅଧ୍ୟକ୍ଷ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.