ସାବଧାନ!,ଏଣିକି ବାଇକ ପଛରେ ବସିଥିବା ଯାତ୍ରୀଙ୍କ ପାଇଁ ହେଲମେଟ୍‌ ପିନ୍ଧିବା ହେବ ବାଧ୍ୟତାମୂଳକ

କେନ୍ୟୁଜ୍(ବ୍ୟୁରୋ): ବାଇକ ପଛରେ ବସିଥିବା ଯାତ୍ରୀଙ୍କ ପାଇଁ ହେଲମେଟ୍‌ ପିନ୍ଧିବା ନିୟମ ଲାଗୁ ହେବ । ଏବେ ବିଭିନ୍ନ ସ୍ଥାନରେ ବାଇକରେ ପଛରେ ବସିଥିବା ଯାତ୍ରୀ ହେଲମେଟ ପିନ୍ଧିବା ସଂପର୍କରେ ସଚେତନତା କରାଯାଉଛି । ଆଗାମୀ ଦିନରେ ନିୟମକୁ କଡ଼ାକଡ଼ି କରାଯିବ । ସଂଶୋଧିତ ମୋଟର ଯାନ ଆଇନରେ ବାଇକ ପଛରେ ବସିଥିବା ବ୍ୟକ୍ତିଙ୍କ ପାଇଁ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ । ଏହାସହ ଦ୍ରୁତଗତି ଗାଡ଼ି ଚାଳନା ଉପରେ ମଧ୍ୟ ନଜର ରଖାଯାଉଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.