ଓଡ଼ିଶା ପେଣ୍ଟିଂ ଆର୍ଟିଷ୍ଟଙ୍କ ଆନ୍ଦୋଳନ: ହଜାର ହଜାର ନମ୍ବର ପ୍ଲେଟ୍‌ ଆର୍ଟିଷ୍ଟଙ୍କ ରୋଜଗାର ଛଡାଇ ନେଇଛି ଠିକା ସଂସ୍ଥା

କେନ୍ୟୁଜ୍(ବ୍ୟୁରେ): ଓଡ଼ିଶା ପେଣ୍ଟିଂ ଆର୍ଟିଷ୍ଟଙ୍କ ଆନ୍ଦୋଳନ । ବିଭିନ୍ନ ଦାବି ନେଇ ଲୋୟର ପିଏମଜିରେ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ପେଣ୍ଟିଂ ଆର୍ଟିଷ୍ଟ ଓ୍ଵାର୍କର୍ସ ଆସୋସିଏସନ। ରାଜ୍ୟରେ ନମ୍ବର ପ୍ଲେଟ୍‌ ଆର୍ଟିଷ୍ଟଙ୍କ ବିକଳ୍ପ ରୋଜଗାର ଦାବିରେ ସତ୍ୟାଗ୍ରହ ଆରମ୍ଭ ହୋଇଛି।

ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଆଳରେ ହଜାର ହଜାର ନମ୍ବର ପ୍ଲେଟ୍‌ ଆର୍ଟିଷ୍ଟଙ୍କ ରୋଜଗାର ଛଡାଇ ନିଆଯାଇଥିବା ଅଭିଯୋଗ ହୋଇଛି। ସରକାର ଯେପର୍ଯ୍ୟନ୍ତ ବିକଳ୍ପ ବ୍ୟବସ୍ଥା କରିନାହାନ୍ତି ସେପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି କହିଛନ୍ତି ଆସୋସିଏସନ ସମ୍ପାଦକ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.