ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ନଥିଲେ ଜାନୁଆରୀ ୧୫ ତାରିଖରୁ କଟିବ ଚାଲାଣ
ଭୁବନେଶ୍ୱର(କେନ୍ୟୁଜ୍) : ଯେଉଁ ଗାଡିଗୁଡିକରେ ସମୟ ସୀମା ଭିତରେ ହାଇସିକ୍ୟୁରିଟି ପ୍ଲେଟ ଲଗାଇ ନାହାଁନ୍ତି ଏଣିକି ସେମାନେ ଗଣିବେ ତଣ୍ଡ । ଏହି ନିୟମ ଆସନ୍ତା ୧୫ ତାରିଖ ବା ଜାନୁଆରୀ ୧୫ ରୁ ଲାଗୁ ହେବ ବୋଲି ଏସଟିଏ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ HSRP ବିନା…