Below header

ଶ୍ରୀଲଙ୍କାରୁ ସୁରକ୍ଷିତ ଭାବେ ଉଦ୍ଧାରହେଲେ ୧୧ ଓଡ଼ିଆ ଶ୍ରମିକ, ଠିକାଦାରଙ୍କ ପାଖରେ ଥିଲେ ବନ୍ଧକ

କେନ୍ୟୁଜ୍(ବ୍ୟୁରୋ): ଶ୍ରୀଲଙ୍କାରେ ଉଦ୍ଧାର ପରେ ଓଡ଼ିଶାକୁ ସୁରକ୍ଷିତ ଭାବେ ଫେରିଲେ ୧୧ ଓଡ଼ିଆ ଶ୍ରମିକ । ଜଣେ ଠିକାଦାରଙ୍କ ପାଖରେ ସେମାନେ ବନ୍ଧକ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ସେମାନଙ୍କୁ ଠିକାଦାରଙ୍କ ନିକଟରୁ ଉଦ୍ଧାର କରାଯାଇଥିଲା । ଏହାପରେ ସେମାନେ ସୁରକ୍ଷିତ ଭାବେ ଆଜି ଓଡ଼ିଶା ଫେରି ଆସିଛନ୍ତି । ସୁରକ୍ଷିତ ଭାବେ ଫେରିଥିବାରୁ ଶ୍ରମିକଙ୍କ ପରିବାର ଲୋକ ଖୁସି ପ୍ରକାଶ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.