Below header

ବିଶିଷ୍ଟ ଓଲିଉଡ୍ ଗାୟକ ଶକ୍ତି ମିଶ୍ର ଅସୁସ୍ଥ, ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି

ଭୁବନେଶ୍ୱର(କେନ୍ଯୁଜ୍):  ବିଶିଷ୍ଟ ଓଲିଉଡ୍ ଗାୟକ ଶକ୍ତି ମିଶ୍ର ଅସୁସ୍ଥ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିବା ଜଣାପଡିଛି। ସେ ଗୁରୁତର ଥିବା ପରିବାର ସୂତ୍ରରୁ ପ୍ରକାଶ ପାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନଜରରେ ରଖି ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାର ଆଇସିୟୁରେ ଭର୍ତ୍ତି କରାଯାଇଛି।

ଶ୍ରୀ ମିଶ୍ର ଯକୃତ ସମ୍ବନ୍ଧୀୟ ରୋଗରେ ପୀଡିତ ଥିଲେ ଏବଂ ତାଙ୍କର ଅସ୍ତ୍ରୋପଚାର ମଧ୍ଯ କରାଯାଇଥିଲା। ତୁରନ୍ତ ତାଙ୍କ ସ୍ବାସ୍ଥ୍ଯ ଅବସ୍ଥାରେ ସୁଧାର ଆସିବା ନେଇ ତାଙ୍କ ଫ୍ଯାନ୍ସମାନେ କାମନା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.