ବିଧାନସଭାରେ ବାଚସ୍ପତିଙ୍କ ମାଇକ୍‌ ଭାଙ୍ଗିଲେ ବିରୋଧୀ

ବିଧାନସଭାରେ ହୋହାଲ୍ଲା । ବାଚସ୍ପତିଙ୍କ ମାଇକ୍‌ ଭାଙ୍ଗିଲେ ବିରୋଧୀ । ବିଜେପି ବିଧାୟକ ନାଉରୀ ନାୟକ ।

ଭୁବନେଶ୍ୱର : ବିଧାନସଭାରେ ହୋହାଲ୍ଲା । ବାଚସ୍ପତିଙ୍କ ମାଇକ୍‌ ଭାଙ୍ଗିଲେ ବିରୋଧୀ । ବିଜେପି ବିଧାୟକ ନାଉରୀ ନାୟକ । ପୋଡ଼ିୟମ୍‌ ଚଢ଼ି ମାଇକ୍‌ ଭାଙ୍ଗିଲେ ବିଜେପି ବିଧାୟକ ନାଉରୀ ନାୟକ । ତେବେ ବିଧାନସଭା ଗୃହରେ ହଟ୍ଟଗୋଳ ଯୋଗୁ ଗୃହକୁ ୫ଟା ୬ ଯାଏ ବାଚସ୍ପତି ମୁଲତବୀ କଲେ ।