Below header

ବାତ୍ୟା ପାଇଁ ସ୍ଥାନାନ୍ତର ହୋଇଥିବା ସାଢ଼େ ଛଅ ଲକ୍ଷ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବାତ୍ୟା ପାଇଁ ପ୍ରାୟ ସାଢ଼େ ଛଅ ଲକ୍ଷ ଜଣଙ୍କୁ ସ୍ଥାନାନ୍ତର କରି ସୁରକ୍ଷିତ ସ୍ଥାନରେ ରଖାଯାଇଥିଲା। କୋଭିଡ୍‌ ସମୟ ଥିବାରୁ ଲୋକଙ୍କୁ ସତର୍କତାର ସହ ଆଶ୍ରୟ ସ୍ଥଳୀରେ ରଖାଯାଇଥିଲା।

ଏବେ ବାତ୍ୟା ଚାଲିଯିବା ପରେ ଘରକୁ ଫେରିବା ଆରମ୍ଭ କରିଛନ୍ତି ସେମାନେ। ଯେଉଁମାନେ ଆଶ୍ରୟ ସ୍ଥଳରେ ଥିଲେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କାହାର କିଛି SARI କିମ୍ବା ILI ଲକ୍ଷଣ ଅଛି କି ନାହିଁ ତାହା ଜାଣିବା ପାଇଁ କହିଛନ୍ତି ନବୀନ। ଆବଶ୍ୟକ ପଡିଲେ ଟେଷ୍ଟ ମଧ୍ୟ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.