Below header

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୫୪ ଜଣ ନୂଆ ପଜିଟିଭ କେସ

ଭୁବନେଶ୍ୱର (କେ ନ୍ୟୁଜ): ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୫୪ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମଧ୍ୟରୁ କ୍ଵାରେଣ୍ଟୀନ ସେଣ୍ଟରରୁ ୮୯ ଜଣ ଥିବା ବେଳେ ଲୋକାଲ କଣ୍ଟକଟରୁ ୬୫ ଜଣ ଆକ୍ରାନ୍ତ ହୋଇଯାଇଥିବା ଜଣାଯାଇଛି । ଏଯାବତ ୭ କୋଟି ୫୦ ଲକ୍ଷ ୧ ହଜାର ୬୯୧ ଜଣଙ୍କର ନମୁନା ପରୀକ୍ଷଣ ହୋଇଥିବା ବେଳେ ଏମଧ୍ୟରୁ ୩ ଲକ୍ଷ ୩୪ ହଜାର ୨୦ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି ।

ଗତ ୨୪ ଘଣ୍ଟାରେ ୨୨୪ ଜଣ ସୁସ୍ଥ ହୋଇଥିବା ବେଳେ ୩ ଲକ୍ଷ ୩୦ ହଜାର ୫୪୫ରେ ପହଂଚିଛି ଏହି ସଂଖ୍ୟା । ସୂଚନା ଦେବା ଯୋଗ୍ୟକି ଏବେ ରାଜ୍ୟରେ ୧୫୧୯ ଟି ଆକ୍ଟିଭ କେଶ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.