କଟକ ଓ ଖୋର୍ଦ୍ଧା ଜିଲ୍ଲାକୁ ଛାଡି ଅନ୍ୟ ଜିଲ୍ଲାର ସରକାରୀ କର୍ମଚାରୀ ୩୧ ଜୁଲାଇ ଯାଏଁ ଭୁବନେଶ୍ବରକୁ ଆସିପାରିବେ ନାହିଁ

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀ ଭୁବନେଶ୍ବରରେ ବଢିଚାଲିଥିବା କରୋନା ସଂକ୍ରମଣ ପାଇଁ ରାଜ୍ୟ ସରକାରଙ୍କ ସତର୍କତା ମୂଳକ ପଦକ୍ଷେପ। ଭୁବନେଶ୍ୱର ଆସିବା ନେଇ ସରକାରୀ କର୍ମଚାରୀଙ୍କ ପାଇଁ  ଜାରି ହେଲା କଟକଣା । ଓଡ଼ିଶା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବୁଧବାରଦିନ ଜାରି ଏକ ନିର୍ଦ୍ଦେଶ ଅନୁସାରେ ଆସନ୍ତା ଜୁଲାଇ ୩୧ ପର୍ଯ୍ୟନ୍ତ କଟକ ଓ ଖୋର୍ଦ୍ଧା ମ୍ୟୁନିସିପାଲିଟି ବ୍ୟତୀତ ଅନ୍ୟ ଅଞ୍ଚଳରୁ ଦୈନିକ ଯିବାଆସିବା କରୁଥିବା ସରକାରୀ କର୍ମଚାରୀଙ୍କ ପାଇଁ ଭୁବନେଶ୍ବର ଆସିବା ଉପରେ କଟକଣା ଲଗାଯାଇଛି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.