୨୪ ଘଣ୍ଟା ଭିତରେ ରାଜ୍ୟରେ ସୁସ୍ଥ ହେଲେ ୧୦ ହଜାର ୪୩୪ କରୋନା ଆକ୍ରାନ୍ତ

 ଭୁବନେଶ୍ୱର(କେ ନ୍ୟୁଜ): ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୦ ହଜାର ୪୩୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରେକର୍ଡ ହୋଇଛି । ଆଜିର ସଂଖ୍ୟାକୁ ମିଶାଇ ମୋଟ ସଂଖ୍ୟା ୭ ଲକ୍ଷ ୧୩ ହଜାର ୫୫କୁ ବୃଦ୍ଧି ପାଇଛି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୬୬ ଜଣ ଥିବା ବେଳେ କଟକରୁ ଅଛନ୍ତି ୮୮୫ ଜଣ । ଯେବେକି ୭୪୩ ସଂଖ୍ୟା ସହ ତୃତୀୟ ସ୍ଥାନରେ ଅଛି ପୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.