ପିଆଜ ଦର ବୃଦ୍ଧି ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରତିକ୍ରିୟା, ସାରା ଦେଶରେ ରହିଛି ସମାନ ଅବସ୍ଥା

କେନ୍ୟୁଜ୍(ବ୍ୟୁରୋ):  ପିଆଜ ଦର ବୃଦ୍ଧି ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରତିକ୍ରିୟା । ସାରା ଦେଶରେ ସମାନ ଅବସ୍ଥା ରହିଛି । କେବଳ ୩ଟି ରାଜ୍ୟରେ ପିଆଜ ଦର ଓଡ଼ିଶାଠାରୁ କମ୍‌ ରହିଛି । ଗତ ୨୩ ଓ ୨୫ରେ ଳଗାଣ ବର୍ଷା ଯୋଗୁ ଉତ୍ପାଦନ ବ୍ୟାହତ ହୋଇଛି । ବଜାରକୁ ପିଆଜ ପହଞ୍ଚି ପାରୁନାହିଁ । ବାହାର ରାଜ୍ୟରୁ ପିଆଜ କିଣି ୨୮୪ଟି ଫେୟାର ପ୍ରାଇସ୍‌ ସପ୍‌ ଜରିଆରେ କମ୍‌ ଦାମରେ ବିକ୍ରୀ କରାଯାଉଛି । ଯେଉଁଠି ଗ୍ରାହକଙ୍କ ପାଇଁ ଦୋକାନୀ ଅସୁବିଧା କରିବେ ସେଠାରେ ସରକାର ସଜାଗ ଅଛନ୍ତି ଓ କାର୍ଯ୍ୟାନୁଷ୍ଠାନ ନେବେ । କେନ୍ଦ୍ର ସରକାର ବିଦେଶରୁ ପିଆଜ କିଣିବାର ବ୍ୟବସ୍ଥା କରୁଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.