Below header

ପ୍ରକାଶ ପାଇଲା ଓଜେଇଇ ୨୦୨୦ର ରେଜଲ୍ଟ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

ଭୁବନେଶ୍ୱର(କେନ୍ୟୁଜ୍‌) : ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍‌ଜାମିନେସନ୍‌(ଓଜେଇଇ) ୨୦୨୦ ର ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି । ଏହି ପରୀକ୍ଷାରେ ୪୯,୨୬୭ ଛାତ୍ରଛାତ୍ରୀ ର‍୍ୟାଙ୍କ୍‌ ପାଇଛନ୍ତି । ପରୀକ୍ଷାର୍ଥୀ ସେମାନଙ୍କର ର‍୍ୟାଙ୍କ୍‌ କାର୍ଡ ଓଜେଇଇ େଓ୍ଵବ୍‌ସାଇଟ୍‌-www.ojee.nic.in ଓ www.odishajee.com. ରୁ ଡାଉନ୍‌ଲୋଡ୍‌ କରିପାରିବେ ।

ojee

ବି.ଟେକ୍‌ ରେ ସୋଭିତ ପଟେଲ୍‌ ଟପ୍ପର ହୋଇଥିବା ବେଳେ ବି.ଫାର୍ମାରେ ସୈାମ୍ୟ ରଞ୍ଜନ ରାଉତରାୟ ଟପ୍ପର ହୋଇଛନ୍ତି । ସେହିପରି ଶୁଭକାନ୍ତ ସାହୁ ଏମ୍‌ବିଏରେ ପ୍ରଥମ ର‍୍ୟାଙ୍କ୍‌ ପାଇଛନ୍ତି । ଚଳିତବର୍ଷ ରେକର୍ଡ ସଂଖ୍ୟକ ୭୯,୭୫୪ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ନାମ ପଞ୍ଜିକରଣ କରିଥବା ବେଳେ ୪୯,୨୬୭ ଜଣ ପରୀକ୍ଷା ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.