ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ମାତ୍ର ଦେଢ଼ ବର୍ଷର କୁନି ଝିଅ ଅନାୟା

କେନ୍ୟୁଜ୍‌: ପ୍ରତିଭା ଅତି ଛୋଟ ବେଳୁ ବିକଶିତ ହୋଇଥାଏ। ଉଚିତ୍ ଶିକ୍ଷା ସହ ପରିବେଶ ଓ ସଂସ୍କାର ଆବଶ୍ୟକ ।  ଏଇ ଯେମିତି ଇଣ୍ଡିଆ ବୁକ ଅଫ ରେକର୍ଡରେ କୁନି ଝିଅ ଅନାୟା । ନିଜ ପ୍ରତିଭାର ଚମକ ଦେଖାଇ ଇତିହାସ ରଚିଛନ୍ତି ଦେଢ଼ ବର୍ଷର କୁନି ଝିଅ । ଏତେ କମ ବୟସରେ ଏତେ ଜ୍ଞାନ ଦେଖି କେହି ବିଶ୍ୱାସ କରିପାରୁନାହାନ୍ତି ।

anaya

ରଣପୁର ବ୍ଲକ ପାଟବେରଣା ଗାଁର ନିବାସୀ ଅନନ୍ତ ନାରାୟଣ ସାମନ୍ତରାୟଙ୍କ କୁନି ଝିଅ ଅନାୟା ଅନ୍‌ଲାଇନରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଇଣ୍ଡିଆ ବୁକ ଅଫ ରେକର୍ଡରେ ନିଜକୁ ସ୍ଥାନିତ କରାଇପାରିବାରେ ସଫଳ ହୋଇଛନ୍ତି ସେ । ଝିଅର ଏଭଳି ସଫଳତାରେ ବେଶ ଖୁସି ଅଛନ୍ତି ପରିବାର ବର୍ଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.