Browsing Tag

india book of record

ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ହାସଲ କଲେ କାଭିନ, ସାଉଣ୍ଟୁଛନ୍ତି ପ୍ରଶଂସା

ଅଷ୍ଟମ ଶ୍ରେଣୀର ଛାତ୍ର କାଭିନ କିଶୋର ବାରିକ । ବେଦ ପାଠରେ ଧୁରନ୍ଧର । ଶ୍ଲୋକ ଠୁ ଆରମ୍ଭ କରି ଗୀତା ଭାଗବତ ପାଠ କରି ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସାମିଲ ହୋଇଛନ୍ତି । ଭାଗବତ ଗୀତାର ଅନୋଭଦ୍ରା ସୂକ୍ତମର ୧୦ଟି ଶ୍ଲୋକକୁ ମାତ୍ର ୧ ମିନିଟ୍‌ ୧୫ ସେକେଣ୍ଡ ୮୧ ମିଲିସେକେଣ୍ଡରେ ଆବୃତ୍ତି…

ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ମାତ୍ର ୨୨ମାସର କୁନି ଝିଅ ‘ଅରୁନ୍ଧତୀ’

ରେଢାଖୋଲ: ଦୁନିଆ କଣ ଭଲ ଭାବରେ ଜାଣିନାହାନ୍ତି, ଭଲକି କଥା ବି କହିପାରୁନାହାନ୍ତି, ହେଲେ ଏଇ ବୟସରେ ଅନର୍ଗଳ ଦେଉଛନ୍ତି ସବୁ ପ୍ରଶ୍ନର ଉତ୍ତର । ଦେଶ, ଦୁନିଆ, ରାଜ୍ୟ ତଥା ଗଣିତ, ସାଧାରଣର ଜ୍ଞାନ ସହିତ ଏପରିକି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନା ପଚାରିଲେ ମୁହେଁ ମୁହେଁ କହିଦେଉଛନ୍ତି ମହୋନ…

ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଲେ କୁନି ଝିଅ ଗାୟତ୍ରୀ, ଛୁଟୁଛି ପ୍ରଶଂସାର ସୁଅ

କୁନି ପ୍ରତିଭା ଗାୟତ୍ରୀ ବେହେରା । ବୟସ ମାତ୍ର ଦୁଇ ବର୍ଷ ସାତ ମାସ । ସ୍କୁଲ ଯିବା ତ ଦୂରର କଥା , ଭଲରେ କଥା ବି କହିପାରୁନି । କିନ୍ତୁ ମୁହଁରୁ ବାହାରୁଛି ଇଂଗ୍ରାଜୀ ର ସଂକେତ, ପଶୁ, ପକ୍ଷୀ, ଜାନବାହାନ, ରଙ୍ଗ, ଆକୃତି, ଶରୀରର ଅଙ୍ଗ, ସପ୍ତାହ, ମାସ, ଫୁଲ, ଫଳ ଏବଂ ପନିପରିବା ଭଳି ଶବ୍ଦ ।…

୫ ବର୍ଷର ଶିଶୁ ପୁତ୍ର କ୍ରିୟାନ୍ସ କ୍ରିତିକର ବିଚକ୍ଷଣ ବୁଦ୍ଧି, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ପାଇଲେ ସ୍ଥାନ 

ଆଠମଲ୍ଲିକ: ସାନ ସିନା କାମ କିନ୍ତୁ ବଡ । ସତରେ କିଛି କରି ଦେଖାଇବାର ଇଚ୍ଛା ବୟସକୁ ପଛରେ ପକାଇଦିଏ । ନିଜର ବୁଦ୍ଧି ଏବଂ ଆତ୍ମବିଶ୍ୱାସ ପାଇଁ ଆଜି ଏମିତି ଏକ କୁନି ଛୁଆଟି ବଡ ରେକର୍ଡର ଅଧିକାରୀ ହୋଇପାରିଛନ୍ତି । ସତରେ ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ନିଜର ପ୍ରତିଭା ବଳରେ ଆଜି ଏତେ କମ୍…

୩ ବର୍ଷର ଶିଶୁ ବିଚକ୍ଷଣ ପ୍ରତିଭାର ଅଧିକାରୀ, ଇଣ୍ଡିଆ ବୁକ ଅଫ୍ ରେକର୍ଡ ପୁରସ୍କାର ଅର୍ଜନ

ଢେଙ୍କାନାଳ : ବୟସ ମାତ୍ର ତିନି ବର୍ଷ ତିନି ମାସ । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ଛୋଟ ବେଳୁ ହିଁ ତାଙ୍କର ପ୍ରତିଭା ପ୍ରସ୍ଫୁଟିତ ହୋଇଥିଲା । ସେ ଦିନେ ଏମିତି ସୁନାମ ଅର୍ଜନ କରିବେ ବୋଲି ପରିବାର ଲୋକେ କେବେ ଭାବିନଥିଲେ କିନ୍ତୁ ଏପରି ସୁନାମ ଆଣିଛନ୍ତି ଅରୂପ । ଯେଉଁ ବୟସରେ ଠିକ ରେ କଥା…

ବିସ୍ମୟ ବାଳକ ଶିଭାନ୍ସ ବିଶ୍ୱାଳ, ମାତ୍ର ୨ବର୍ଷ ୯ମାସରେ ହାସଲ କଲେ ଇଣ୍ଡିଆ ବୁକ୍ ଅଫ ରେକର୍ଡ

ଜଗତସିଂହପୁର: ବିସ୍ମୟ ବାଳକ ଶିଭାନ୍ସ ବିଶ୍ୱାଳ । ଡାକ ନା ଅଂଶ ।  ବୟସ ମାତ୍ର ୨ବର୍ଷ ୯ ମାସ । ଯେଉଁ ବୟସରେ ପିଲାମାନେ କଥା କହିବା ଠିକରେ ଶିଖି ନଥାନ୍ତି, ଆଜି ସେହି କୋମଳ ବୟସରେ ଇଣ୍ଡିଆ ବୁକ୍ ଅଫ ରେକର୍ଡ ହାସଲ କରିଛନ୍ତି ଶିଭାନ୍ସ । କୁନି କୁନି ଓଠରେ ଅନର୍ଗଳ କହି ଚାଲିଛନ୍ତି ଅସରନ୍ତି…

ବୟସ ଛୋଟ କିନ୍ତୁ ଜ୍ଞାନ ପ୍ରଖର: ମାତ୍ର ଅଢେଇ ବର୍ଷ ‘ବିଭାନ’ର ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼

ବ୍ରହ୍ମପୁର: ବୟସ ଛୋଟ କିନ୍ତୁ ଜ୍ଞାନ ପ୍ରଖର । ଭଲ ଭାବେ କହିବା ପାଇଁ ପାଟି ଫିଟିନଥିବା ବେଳେ ଏବେ ଠାରୁ ସାଧାରଣ ଜ୍ଞାନର ବିଭିନ୍ନ ପ୍ରଶ୍ନର ଫଟାଫଟ ଉତ୍ତର ଦିଅନ୍ତି ସେ । ସେ ହେଉଛନ୍ତି ମାତ୍ର ସାଢ଼େ ଦୁଇ ବର୍ଷର ମନୋଜ ଗିରିଙ୍କ ସାଢ଼େ ଦୁଇ ବର୍ଷର ପୁଅ ବିଭାନ ଗିରି । ମନୋଜଙ୍କ ଘର…

ଅନନ୍ୟ ପ୍ରତିଭାର ଅଧିକାରୀ କୁନି ହାଦଭିକ, ୩ ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ପାଇଛନ୍ତି ସ୍ଥାନ

କୁନି ବୟସରେ ପାଇଛନ୍ତି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ । ବୟସ ମାତ୍ର ୩ ବର୍ଷ ୬ ମାସ । କୋମଳ ବୟସରେ ଅନନ୍ୟ ପ୍ରତିଭାର ଅଧିକାରୀ । ଯେଉଁ ବୟସରେ ଖେଳକୁଦ କରିବା କଥା ସେହି ବୟସରେ ଏବେ ସାଉଁଟିଛନ୍ତି ଅନେକ ପ୍ରଂଶସା । ଏହି ବୟସରେ ଏପରି ଅନନ୍ୟ ସ୍ମରଣ ଶକ୍ତିର ଅଧିକାରୀ ହେଉଛନ୍ତି କନ୍ଧମାଳ…

ଜଗନ୍ନାଥଙ୍କ ପ୍ରତିମା ତିଆରିରେ ରେକର୍ଡ କଲେ ରାଉରକେଲା ଝିଅ, ପାଇଲେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ

ରାଉରକେଲା: ବିଭିନ୍ନ ପ୍ରକାରର ଡାଲି ଓ ପନିପରିବା ମଞ୍ଜିରେ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ପ୍ରତିମାକୁ ମାତ୍ର ୧୫ ବର୍ଷ ବୟସର ଜଣେ ଝିଅ ତିଆରି କରିଛି । ଏତେ କମ ବୟସରୁ ଏଭଳି ସୁନ୍ଦର ପ୍ରତିମୂର୍ତ୍ତି ସୃଷ୍ଟି କରିବାର ସବୁ ଶ୍ରେୟ ସେ ପ୍ରଭୁ…

ବିସ୍ମୟ ବାଳକ ସାଇ ସୁଧାଂଶୁ: ବୟସ ମାତ୍ର ୩ ବର୍ଷରେ ଇଣ୍ଡିଆ ବୁକ୍ ଅଫ ରେକର୍ଡ

ନୟାଗଡ(କେନ୍ୟୁଜ୍): ଏ ହେଉଛି ସେହି ବିସ୍ମୟ ବାଳକ ସାଇ ସୁଧାଂଶୁ । ଯାହାକୁ ନେଇ ନୟାଗଡ଼ ଜିଲ୍ଲାରେ ବେଶ ଚର୍ଚ୍ଚା । ମାତ୍ର ତିନି ବର୍ଷ ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡ ହାସଲ କରିଛି । ନୟାଗଡ଼ ସଦର ବ୍ଲକ ବାରବାଟି ଗାଁର ଏହି ବିସ୍ମୟ ବାଳକ ସାଇ ସୁଧାଂଶୁ ବେହେରା । ବୟସ ମାତ୍ର ୩ ବର୍ଷ ହେଲେ…

ଅଢ଼େଇ ବର୍ଷରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ଼ରେ ସ୍ଥାନ ପାଇଲେ ସୂର୍ଯ୍ୟ ପ୍ରତାପ

ଯାଜପୁର: ବୟସ ମାତ୍ର ଅଢ଼େଇ ବର୍ଷ । ଖନେଇ ଖନେଇ ପାଟିରୁ ବାହାରୁଛି ଶଦ୍ଦ। କୁନି କଣ୍ଠରେ ମାମା, ପାପା ଡାକି ଗୁଲୁରି ଗୁଲୁରି କହୁଛନ୍ତି କଥା । ତୁଳସୀ ଦୁଇ ପତ୍ରରୁ ବାସିଲା ପିଲା ଦିନୁ ତାଙ୍କ ପ୍ରତିଭା ପ୍ରସ୍ଫୁଟିତ ହୋଇଛି । ନାଁ ସେ ଯାଇଛନ୍ତି ସ୍କୁଲ , ନାଁ ଠିକ ଭାବେ କଥା କହି ପାରୁଛନ୍ତି…

ଟାଇପୋଗ୍ରାଫିରେ ଅଙ୍କା ହୋଇଛି ଶ୍ରୀରାମଙ୍କ ଦରବାର, ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଲେ ସୁଶ୍ରୀ ସୁମନ

କେନ୍ୟୁଜ୍‌(ବ୍ୟୁରୋ): ଟାଇପୋଗ୍ରାଫି ପେଣ୍ଟିଂରେ ଅଙ୍କା ହୋଇଛି ଶ୍ରାରାମଙ୍କ ଦରବାରର ଚିତ୍ର । ଏଥିପାଇଁ ବ୍ୟବହାର ହୋଇଛି ୧ଲକ୍ଷ ୧୦୮ଟି ରାମନାମ । ବିଭିନ୍ନ ରଙ୍ଗର ତୁଳୀରେ ରାମାନାମ ଲେଖି ଡ୍ରଇଂ ସିଟ୍‌ରେ ଆଙ୍କିଛନ୍ତି ଚିତ୍ର । ଚିତ୍ରରେ ସ୍ଥାନ ପାଇଛନ୍ତି ପ୍ରଭୁ ଶ୍ରୀରାମଙ୍କ ସହ ମାତା…