Below header

ସୁବର୍ଣ୍ଣପୁର କର୍ଣ୍ଣପାଲି ଗାଁରେ ଯୁବକଙ୍କୁ ଗଳାକାଟି ହତ୍ୟା ଉଦ୍ୟମ, ଜଣେ ଗିରଫ

ସୁବର୍ଣ୍ଣପୁର(କେନ୍ୟୁଜ୍) : ସୁବର୍ଣ୍ଣପୁର ଜିଲ୍ଲା କର୍ଣ୍ଣପାଲି ଗାଁରେ ଯୁବକଙ୍କୁ ଗଳାକାଟି ହତ୍ୟା ଉଦ୍ୟମ କରିଥିବା ଅଭିଯୁକ୍ତ ଗିରଫ । ଚମ୍ପାମାଳ ଗାଁର ସୁଦାମ ମେଣ୍ଡିଲିକୁ କଟକରୁ ଗିରଫ କରିଛି ପୋଲିସ । ଅନ୍ୟ ୨ ଅଭିଯୁକ୍ତକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ବୀରମହାରାଜପୁର ଆଇଆଇସି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.