Below header

ଭାରସାମ୍ୟ ହରାଇ ପୋଲରେ ପିଟିହେଲା ବାଇକ୍‌: ଜଣେ ମୃତ, ୩ ଗୁରୁତର

ବଣାଇ(କେନ୍ଯୁଜ୍): ଭାରସାମ୍ୟ ହରାଇ ପୋଲରେ ପିଟିହେଲା ବାଇକ୍‌। ଦୁର୍ଘଟଣାରେ ଜଣେ ମୃତ, ୩ ଗୁରୁତର। ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ରଙ୍ଗାମାଟିଆ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ୪ଜଣ ବାଇକ୍‌ରେ ଫୁଲଝର ଗାଁରୁ ବଣାଇକୁ ଆସୁଥିବାବେଳେ ଭାରସାମ୍ୟ ହରାଇ ପୋଲରେ ପିଟି ହୋଇଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.