ନିଜାମୁଦ୍ଦିନ୍‌ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଆଳିର ଜଣେ ବ୍ୟକ୍ତି, କ୍ୱାରେଣ୍ଟାଇନ୍‌ରେ ରଖାଯାଇଥିବା ଜିଲ୍ଲାପାଳଙ୍କ ସୂଚନା

କେନ୍ଦ୍ରାପଡ଼ାର: ଦିଲ୍ଲୀ ନିଜାମୁଦ୍ଦିନ୍‌ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ାର କିଛି ଲୋକ ଯୋଗଦେଇଥିଲେ । ଏହି ଖବର ଜଣାପଡ଼ିବା ପରେ ଆଳିରୁ ଜଣେ ଫେରିଥିବା ଖବର ପାଇ ତାଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ । ତାଙ୍କ ରିପୋର୍ଟ ଆସିବା ପରେ ତାଙ୍କ ସହ ଯେଉଁମାନେ ମିଶିଥିଲେ, ସେମାନଙ୍କୁ ଖୋଜାଯିବ । ଏହା ସହ ଅନ୍ୟ କେଉଁମାନେ ନିଜାମୁଦ୍ଦିନ୍‌ ଯାଇଥିଲେ ସେ ସଂପର୍କରେ ତଦନ୍ତ କରାଯାଉଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

 

ଦେଖନ୍ତୁ ଭିଡିଓ । କିଭଳି ଦିଲ୍ଲୀର ସେହି ଧାର୍ମିକ ସ୍ଥଳକୁ ସାନିଟାଇଜ୍‌ କରାଯାଉଛି ….

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.