ଓଡ଼ିଶାରେ କରୋନା‌ ମୁକାବିଲାକୁ ପୂରିଲା ବର୍ଷେ: ଗତବର୍ଷ ଆଜିର ଦିନରେ କୋଭିଡ୍‌ ୧୯କୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଥିଲେ ସରକାର

ଭୁବନେଶ୍ବର: ଓଡ଼ିଶାରେ କୋଭିଡ୍‌ ମୁକାବିଲାକୁ ବର୍ଷେ ପୂରିଛି। ଗତବର୍ଷ ଆଜିର ଦିନରେ କୋଭିଡ୍‌ ୧୯କୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଥିଲେ ସରକାର । ବିଦେଶ ଫେରନ୍ତା ଉପରେ ରହିଲା ନଜର ।

ବିମାନ ବନ୍ଦରରେ ସ୍କ୍ରିନିଂକୁ ବଢାଇ ଦିଆଗଲା । ଏହାର ଦିନକ ପରେ, ମାର୍ଚ୍ଚ ୧୫ରେ ଆଶଙ୍କା ସତ ହେଲା। ଭୁବନେଶ୍ୱରୁ ଚିହ୍ନଟ ହୋଇଥିଲେ ପ୍ରଥମ ସଂକ୍ରମିତ। ଦେବାଶିଷ ଶ୍ରୀଚନ୍ଦନ ମାର୍ଚ୍ଚ ୬ରେ ଇଟାଲୀରୁ ଫେରିଥିଲେ। ମାର୍ଚ୍ଚ ୧୨ରେ ଓଡ଼ିଶା ପହଞ୍ଚିଥିଲେ । ୧୫ରେ ପଜିଟିଭ୍‌ ଚିହ୍ନଟ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.