ଆସନ୍ତା ୨୦ରେ ହେବ ଓଡ଼ିଶା ସିଭିଲ ସର୍ଭିସ ୨୦୨୦ ମୁଖ୍ୟ ଲିଖିତ ପରୀକ୍ଷା

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତା ୨୦ରେ ହେବ ଓଡ଼ିଶା ସିଭିଲ ସର୍ଭିସ ୨୦୨୦ ମୁଖ୍ୟ ଲିଖିତ ପରୀକ୍ଷା । ପରୀକ୍ଷା ପରିଚାଳନା କରୁଥିବା OPSC ପକ୍ଷରୁ ଏହି ପରୀକ୍ଷା ଘୁଞ୍ଚିବା ସମ୍ଭାବନା କ୍ଷୀଣ। ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଏହି ସୂଚନା ମିଳିଛି । ଏବେ ସାରାଦେଶରେ UPSC ମୁଖ୍ୟ ପରୀକ୍ଷା ୭ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଚାଲିଛି। କୋଭିଡ଼ କଟକଣା ମଧ୍ୟରେ OPSC ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି । ସୋସିଆଲ ମିଡ଼ିଆରେ ପରୀକ୍ଷା ଘୁଞ୍ଚାଇବାକୁ ଦାବି ହେଉଥିବା ଦେଖିବାକୁ ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.