ମହମ୍ମଦ ମୋକିମ୍‌ଙ୍କୁ ଆଶ୍ୱସ୍ତି, ଜେଲ ଦଣ୍ଡାଦେଶ ଉପରେ ଲାଗିଲା ରହିତାଦେଶ

କଟକ(କେନ୍ୟୁଜ୍): ମହମ୍ମଦ ମୋକିମ୍‌ଙ୍କୁ ଆଶ୍ୱସ୍ତି । ଜେଲ ଦଣ୍ଡାଦେଶ ଉପରେ ଲାଗିଲା ରହିତାଦେଶ । ଭିଜିଲାନ୍ସ କୋର୍ଟଙ୍କ ରାୟ ଉପରେ ରହିତାଦେଶ। ରହିତାଦେଶ ଲଗାଇଲେ ହାଇକୋର୍ଟ। ମୋକିମଙ୍କୁ ୩ ବର୍ଷ ଜେଲଦଣ୍ଡାଦେଶ ହୋଇଥିଲା। ORHDC ସ୍କାମ୍‌ ମାମଲାରେ ଦଣ୍ଡାଦେଶ ଦେଇଥିଲେ ଭିଜିଲାନ୍ସ କୋର୍ଟ। ରହିତାଦେଶ ଲଗାଇବାକୁ ହାଇକୋର୍ଟରେ ଆବେଦନ କରିଥିଲେ ମୋକିମ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.