ପ୍ରେମ ଓ ପ୍ରତାରଣା ଅଭିଯୋଗରେ ବନ୍ଧା ହେଲେ ଜଣେ ଯବାନ, ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ

କେନ୍ୟୁଜ୍(ବ୍ୟୁରୋ):  ପ୍ରେମ ଓ ପ୍ରତାରଣା ଅଭିଯୋଗରେ ବନ୍ଧା ହେଲେ ଜଣେ ଯବାନ । ତାଙ୍କ ନାଁ ରାଜ କିଶୋର ଭୋଇ । OSAP ତୃତୀୟ ବାଟାଲିୟନର ସିପାହୀ ରାଜ କିଶୋର ଭୋଇ । ତାଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ପ୍ରେମ ପ୍ରତାରଣା ନେଇ ରାଜକିଶୋରଙ୍କ ନାଁରେ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା । ତାଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ପୋଲିସ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.