Below header

OTP ସେୟରିଂ ମାମଲା: ୧୨୦୦ ପୃଷ୍ଠାର ପ୍ରାଥମିକ ଚାର୍ଜ ସିଟ ଦାଖଲ କଲା କ୍ରାଇମ୍ ବ୍ରାଞ୍ଚ STF

୬ଜଣଙ୍କ ବିରୁଦ୍ଧରେ ଚାର୍ଜ ସିଟ ଦାଖଲ ହୋଇଛି। ପଠାଣି ସାମନ୍ତ ଲେଙ୍କା ଓ ଅଭିଜିତ ସଞ୍ଜୟ ଜମ୍ବୁରେ ପାକି ସ୍ଥାନ ଅର୍ମିର ବରିଷ୍ଠ ଅଧିକାରୀ ଅବଦୁଲ ହମିଦ ତା ସହଯୋଗୀ ଦାନିସ ସହ ଯୋଗାଯୋଗରେ ଥିଲେ ବୋଲି ତଥ୍ୟ ପ୍ରମାଣ ମିଳିଛି।

ଭୁବନେଶ୍ବର(କେନ୍ୟୁଜ୍): OTP ସେୟରିଂ ମାମଲା।  SDJM କୋର୍ଟରେ କ୍ରାଇମ୍ ବ୍ରାଞ୍ଚ STF ଦାଖଲ କଲା ପ୍ରାଥମିକ ଚାର୍ଜ ସିଟ। ୧୨୦୦ ପୃଷ୍ଠା ର ପ୍ରାଥମିକ ଚାର୍ଜ ସିଟ ଭୁବନେଶ୍ୱର SDJM କୋର୍ଟରେ ଦାଖଲ ହୋଇଛି। ଏଥିରେ ୬ଜଣଙ୍କ ବିରୁଦ୍ଧରେ ଚାର୍ଜ ସିଟ ଦାଖଲ ହୋଇଛି। ପଠାଣି ସାମନ୍ତ ଲେଙ୍କା ଓ ଅଭିଜିତ ସଞ୍ଜୟ ଜମ୍ବୁରେ ପାକି ସ୍ଥାନ ଅର୍ମିର ବରିଷ୍ଠ ଅଧିକାରୀ ଅବଦୁଲ ହମିଦ ତା ସହଯୋଗୀ ଦାନିସ ସହ ଯୋଗାଯୋଗରେ ଥିଲେ ବୋଲି ତଥ୍ୟ ପ୍ରମାଣ ମିଳିଛି। ସେହିପରି ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟ , ଡିଜିଟାଲ ପ୍ରମାଣ ମଧ୍ୟ କୋର୍ଟରେ ଦାଖଲ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.