ଅନୁଗୁଳ ନିକଟରେ ଅକ୍ସିଜେନ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ, ଓଡିଶା ପୋଲିସର ସହଯୋଗରେ ଚାଲିଛି ତୁରନ୍ତ ମରାମତି

ଅନୁଗୁଳ: ଅକ୍ସିଜେନ ଟ୍ୟାଙ୍କର ଆକ୍ସିଡେଣ୍ଟ । ଅକ୍ସିଜେନ ନେଇ ଯାଉଥିବା ବେଳେ ଅନୁଗୁଳ ନିକଟରେ ଏକ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଛି । ଓଡିଶା ପୋଲିସର ସହଯୋଗରେ ଟ୍ୟାଙ୍କରଟିକୁ ତୁରନ୍ତ ମରାମତି ହୋଇଥିଲା ।

ଦୁର୍ଘଟଣାରେ କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ପୂର୍ବରୁ ମଧ୍ୟ ଅନୁଗୁଳ ଏବଂ ଟାଙ୍ଗିରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ଅକ୍ସିଜେନ ଟ୍ୟାଙ୍କର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.