ପାରାଦୀପ: ମଝି ସମୁଦ୍ରରେ ସନ୍ଦିଗ୍ଧ ଯୁବକ, ଅସହାୟ ବ୍ୟକ୍ତି ନା ଅନୁପ୍ରବେଶକାରୀ ଅସ୍ପଷ୍ଟ

ମଝି ସମୁଦ୍ରରେ ସନ୍ଦିଗ୍ଧ ଯୁବକ। ପାରାଦୀପରେ ସମୁଦ୍ର ମଝିରେ ବୋଟ ଉପରେ ହତାଠ୍ ଚଢିଗଲେ ଜଣେ ଯୁବକ। ଚିଲିକା ମୁହାଣ ନିକଟରୁ ୭୧ ମାଇଲ ସମୁଦ୍ର ଭିତରେ ସିଂହବାହିନୀ ବୋଟରେ ଘଟିଛି ଏହି ଘଟଣା।

ପାରାଦୀପ (କେନ୍ୟୁଜ): ମଝି ସମୁଦ୍ରରେ ସନ୍ଦିଗ୍ଧ ଯୁବକ। ପାରାଦୀପରେ ସମୁଦ୍ର ମଝିରେ ବୋଟ ଉପରେ ହତାଠ୍ ଚଢିଗଲେ ଜଣେ ଯୁବକ। ଚିଲିକା ମୁହାଣ ନିକଟରୁ ୭୧ ମାଇଲ ସମୁଦ୍ର ଭିତରେ ସିଂହବାହିନୀ ବୋଟରେ ଘଟିଛି ଏହି ଘଟଣା। ତାଙ୍କ ନିକଟରୁ ଏକ ATM କାର୍ଡ ମିଳିଛି। ଯୁବକଙ୍କୁ ଧରି ନେହେରୁ ବଙ୍ଗଳା ମାଛଧରା ବନ୍ଦରକୁ ଆଣୁଛନ୍ତି ବୋଟ୍ କର୍ମଚାରୀ। ସନ୍ଦିଗ୍ଧ ଯୁବକଙ୍କୁ ନେଇ ଭୟଭୀତ ହୋଇ ପଡିଛନ୍ତି ମତ୍ସ୍ୟଜୀବୀ। ସେପଟେ ଏଇ ଯୁବକ ଜଣଙ୍କ ଅସହାୟ ବ୍ୟକ୍ତି ନା ଅନୁପ୍ରବେଶକାରୀ ଅସ୍ପଷ୍ଟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.