ପାରାଦୀପ ବନ୍ଦରରେ ଅଘଟଣ, ଲୋଡିଂ ବେଳେ ଜାହାଜରେ ଲାଗିଲା ନିଆଁ
ପାରାଦୀପ: ଜାହାଜରେ ଲାଗିଲା ନିଆଁ । ପାରାଦୀପ ବନ୍ଦରରେ ଅଘଟଣ । ଲୋଡିଂ ବେଳେ ଜାହାଜରେ ଲାଗିଲା ନିଆଁ । ଇକୋ କୋଲୋନେଲ ଜାହାଜରେ ନିଆଁ । ନିଆଁ ଲାଗି ସାରା ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ଗତକାଲି ବିଳମ୍ବିତ ରାତିରେ ଘଟିଥିଲା ଅଘଟଣ । ଜାହାଜରେ କୋଇଲା ବୋଝେଇ ସମୟରେ ନିଆଁ ଲାଗିଯାଇଥିଲା…